ରଥଯାତ୍ରା ବନ୍ଦ କରିବା ଏକ ଷଡଯନ୍ତ୍ରର ଫଳ ଅଟେ କି ?

ରଥଯାତ୍ରା ବନ୍ଦ କରିବା ଏକ ଷଡଯନ୍ତ୍ରର ଫଳ ଅଟେ କି ?

ହଠାତ ଏକ ଓଡିଶା ବିକାଶ ପରିଷଦ ଗଠନ କରାଯାଇ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ପାଖରେ ରଥଯାତ୍ରା ପାଳନ ପାଇଁ ଏକ ରିଟ ପିଟିସନ ଦାଖଲ କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାନ୍ୟବର ଓଡ଼ିଶାର ଉଛ ନ୍ୟାୟାଳୟ ତାଙ୍କର ନିର୍ଦେଶ ରେ କହିଥିଲେ ଯେ କୋଭିଡ19 ଆରିସ୍ଥିତିକୁ ଦେଖି ସରକାର ରଥଯାତ୍ରା କିଭଳି ହେବ ନିର୍ଣ୍ଣୟ କରିବେ। କିନ୍ତୁ କଣ ଆବଶ୍ୟକତା ପଡିଲା ଯେ ଓଡିଶା ବିକାଶ ପରିଷଦ ନାମରେ ଏକ ମେରୁଦଣ୍ଡ ବିହୀନ ସଂସ୍ଥା ତରଫରୁ କେଉଁ ସ୍ୱାର୍ଥେ ସର୍ବୋଚ୍ଚ ନ୍ୟାୟାଳୟ ରେ ପିଟିସନ କାହିଁକି କରାଗଲା ଓ ଉକ୍ତ କେସର ଶୁଣାଣି ସମୟରେ କାହିଁକି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଦୃଢ ଯୁକ୍ତି ଉପସ୍ଥାପନ କରାଗଲା ନାହିଁ ସେୟାହିଁ ବିଚାର କରିବାର ବିଷୟ। ବର୍ତ୍ତମାନ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶକୁ ନିଶ୍ଚିତ ମାନିବା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ପଡିବ। #Jagannath

Spread the love

Bedbak Baladev

I am am practicing advocate. My place of practice is at District & Senss judge Court, Sonepur. For doing seva work I am doing politics. I am a swayam sevak from my childhood. Now associated with Bharatiya Janata Party. I was the district president, state executive body member of BJP. I was elected as a zilla parisad member in the year 2007. Social Work is my hobby.

Leave a Reply